କରୋନା ପରୀକ୍ଷାର କରୁଣ ସ୍ଥିତି! ସରକାରୀ ପଜିଟିଭ୍, ଘରୋଇ ନେଗେଟିଭ୍

ଆକ୍ରାନ୍ତଙ୍କ ପରିବାରକୁ ମାନସିକ ନିର୍ଯାତନା: ଯନ୍ତ୍ରଣା ବଖାଣିଲେ ରାଜଧାନୀ ବାସିନ୍ଦା ଭୁବନେଶ୍ବର/‌ମେଣ୍ଢାଶାଳ: ସରକାରଙ୍କ ପକ୍ଷରୁ ହେଉଥିବା କରୋନା ପରୀକ୍ଷାରେ ପଜିଟିଭ୍ ଆସିଲେ। ହେଲେ ଘରୋଇ ପରୀକ୍ଷାଗାରରେ ପରୀକ୍ଷା କରିବା ପରେ ରିପୋର୍ଟ ନେଗେଟିଭ୍‌ ଆସିଲା। ରାଜଧାନୀ ଓ ଉପକଣ୍ଠ ଜଟଣୀ ଅଞ୍ଚଳରେ ୨ଜଣ ବ୍ୟକ୍ତିଙ୍କ ସ୍ବାବ୍‌ ନମୁନାରୁ ଏମିତି ବିପରୀତ ରିପୋର୍ଟ ମିଳିବା ପରେ କରୋନା ପରୀକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କେଉଁ ରିପୋର୍ଟଟି ଠିକ୍, କେଉଁଟା ଭୁଲ୍‌, ତାହା … Continue reading କରୋନା ପରୀକ୍ଷାର କରୁଣ ସ୍ଥିତି! ସରକାରୀ ପଜିଟିଭ୍, ଘରୋଇ ନେଗେଟିଭ୍